ଭୁବନେଶ୍ବର: ମହାଶିବରାତ୍ରୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କର ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କର ଭିଡ଼। ଆଉ ଏହି ଭିଡ଼ ଭିତରେ ଦେବ ଦେବ ମହାଦେବଙ୍କ ଦର୍ଶନ କରିବାକୁ ଆସିଛନ୍ତି ଡି ସରସ୍ବତୀ ରେଡ୍ଡୀ। ଜନ୍ମର ୩ ବର୍ଷ ପରଠାରୁ ପୋଲିଓରେ ଆକ୍ରାନ୍ତ ହୋଇଯାଇଥିଲେ ସରସ୍ବତୀ। ଚାଲିବାକୁ ସକ୍ଷମ ନଥିବାରୁ ଗୁରୁଣ୍ଡି ଗୁରୁଣ୍ଡି ଆସିଛନ୍ତି ସରସ୍ବତୀ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp