ଭୁବନେଶ୍ବର :ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ପାଓ୍ୱାର୍ ହାଉସ୍ ଛକରେ ସିରିଜ୍ ଦୁର୍ଘଟଣା ଘଟିଥିଲା। ଜଣେ କାର୍ ଚାଳକ କୌଣସି କାରଣବଶତଃ ହଠାତ୍ ବ୍ରେକ୍ ମାରିବାରୁ ପଛପଟୁ ଆସୁଥିବା ୪ଟି କାର୍ ପଛକୁ ପଛ ପିଟି ହୋଇଯାଇଥିଲେ। ଦୁର୍ଘଟଣାରେ କେହି ଆହତ ହୋଇନଥିଲେ ହେଁ ୪ଟି ଯାକ କାର୍ କ୍ଷତିଗ୍ରସ୍ତ ହୋଇଥିଲା।
ପାଓ୍ୱାର୍ ହାଉସ୍ ଛକରେ ସିରିଜ୍ ଦୁର୍ଘଟଣା
/sambad/media/post_attachments/wp-content/uploads/2022/06/car.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)