ଭୁବନେଶ୍ୱର: ବାହାରେ ସ୍ପା ସେଣ୍ଟର ଲେଖାଥିବା ବୋର୍ଡ ଲାଗିଥିଲା | କିନ୍ତୁ ଭିତରେ ଦେହବେପାର ଚାଲିଥିଲା | ରାଜଧାନୀର ସତ୍ୟନଗର ଅଞ୍ଚଳରୁ ଆଜି ପୁଲିସ ଏକ ସେକ୍ସ ରାକେଟ ଠାବ କରିଛି | ଏହି ଘଟଣାରେ ପୁଲିସ ୪ ଯୁବତୀଙ୍କ ସହ ୨ ଯୁବକଙ୍କୁ ଅଟକ ରଖିଛି | ମିଳିଥିବା ସୂଚନା ମୁତାବକ ସତ୍ୟନଗର ପ୍ଲଟ ନମ୍ବର ୧୬ରେ ସେକ୍ସ ରାକେଟ ଚାଲିଥିଲା | ଘର ବାହାରେ ଏକ ସ୍ପା ସଂସ୍ଥାର ବୋର୍ଡ ଲଗାଇ ଏଭଳି କାମ ଚାଲିଥିଲା |
Advertisment
Sambad is now on WhatsApp
Join and get latest news updates delivered to you via WhatsApp