ଶ୍ରୀଲିଙ୍ଗରାଜଙ୍କ ସକାଳ ଅବଢ଼ା ଆରମ୍ଭ ହେଲା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଅବଢ଼ା ଆଜିଠୁ ସକାଳୁ ମିଳିବା ଆରମ୍ଭ ହୋଇଛି। ପବିତ୍ର ଧନୁ ସକ୍ରାନ୍ତି ତିଥିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ସକାଳ ଅବଢ଼ା ମିଳିବ। ସକାଳ ପ୍ରାୟ ସାଢ଼େ ୮ଟାରୁ ସର୍ବସାଧାରଣଙ୍କ ପାଇଁ ଏହି ଅବଢ଼ା ମନ୍ଦିରରେ ଉପଲବ୍ଧ ହେଉଛି। ଏହି ମାସ ତମାମ ସନ୍ଧ୍ୟା ସାଢ଼େ ୭ଟାରେ ମନ୍ଦିରରେ ପହୁଡ଼ ପଡ଼ିବ।

ସମ୍ବନ୍ଧିତ ଖବର