ପୁରୁଣା ଭୁବନେଶ୍ୱର,: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଚଳିତ ବର୍ଷ ହେବନାହିଁ। କରୋନା ଭୟ ଯୋଗୁଁ ରଥ ଗଡ଼ିବ ନାହିଁ। ଏହି ଘୋଷଣା ପରେ ସେବାୟତମାନେ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏପଟେ ରଥ କାମ ବନ୍ଦ କରିବାକୁ ମହାରଣାଙ୍କୁ କୁହାଯାଇଥିବା ବେଳେ ଆଜି ରଥ କାମ କରୁଥିବା ଦେଖିବାକୁ ମିଳିଛି। ଠାକୁରଙ୍କ ପରମ୍ପରା ବଜାୟ ରଖିବାକୁ ସେବାୟତମାନେ ଓ ନେତୃସ୍ଥାନୀୟ ବ୍ୟକ୍ତି ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଫୋନ୍ ଯୋଗେ ଅନୁରୋଧ କରିଛନ୍ତି। ସେବାୟତମାନଙ୍କ କହିବା ଅନୁଯାୟୀ ଆସନ୍ତାକାଲି ବୈଠକରେ ରଥଯାତ୍ରା ପରମ୍ପରା ବଜାୟ ରଖିବା ପାଇଁ ଅନୁରୋଧ କରିବୁ।
ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ପରମ୍ପରା ବଜାୟ ରଖିବାକୁ ଚାପ, ଚାଲିଛି ରଥ କାମ
/sambad/media/post_attachments/wp-content/uploads/2020/01/rukuna-ratha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)