ଭୁବନେଶ୍ବର: ମାନସ ରଞ୍ଜନ ଦେବତାଙ୍କ ଦ୍ବାରା ଲିଖିତ ଗବେଷଣାଭିତ୍ତିକ ପୁସ୍ତକ ‘ସୋସିଓ- କଲଚରାଲ ହିଷ୍ଟ୍ରି ଅଫ୍ ଓଡ଼ିଶା: ପ୍ରି ଆଣ୍ଡ ପୋଷ୍ଟ ଗ୍ ଲୋବାଲାଇଜେସନ୍ ପିରିୟଡ’ ରାଜ୍ୟପାଳ ଗଣେଶୀ ଲାଲ୍ ଦ୍ବାରା ଉନ୍ ମୋଚିତ ହୋଇଯାଇଛି। ଏହି ପୁସ୍ତକରେ ଜଗତୀକରଣର ପୂର୍ବ ସମୟ ଓ ପର ସମୟରେ ଓଡ଼ିଶାର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଇତିହାସ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ ରହିଛି।
ମୁଖ୍ୟତଃ ଜଗତୀକରଣ ସମୟରେ ଓଡ଼ିଶା ଉପରେ ପଡ଼ିଥିବା ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ବାବଦରେ ଆଲୋଚନା କରାଯାଇଛି। ପୁସ୍ତକଟି ନୂଆଦିଲ୍ଲୀର ସୁଭି ପବ୍ଲିକେସନ ଦ୍ବାରା ପ୍ରକାଶିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/56-9.jpg)