ଶ୍ରୀଦୁର୍ଗା ପକ୍ଷରୁ ‘ଯେତେ କିଣିବେ ସେତେ ଜିତିବେ’ ଅଫର

ଭୁବନେଶ୍ବର: ଦୁର୍ଗାପୂଜା ଅବସରରେ ରାଜମହଲସ୍ଥିତ ଶ୍ରୀଦୁର୍ଗା ଫ୍ୟାମିଲି ଷ୍ଟୋର ପକ୍ଷରୁ ଆରମ୍ଭ ହୋଇଯାଇଛି ‘ଯେତେ କିଣିବେ ସେତେ ଜିତିବେ’ ଅଫର। ଚଳିତ ପୂଜାରେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଷ୍ଟୋରରେ ବିଭିନ୍ନ ପ୍ରକାରର ଶାଢ଼ି, ବ୍ରାଣ୍ଟେଡ ପୋଷାକ ଉପଲବ୍ଧ ହେବା ସହିତ ଲକି ଡ୍ର ମାଧ୍ୟମରେ ବିଭିନ୍ନ ଇଲେକଟ୍ରୋନିକ୍ ସାମଗ୍ରୀ ଜିତିବାର ରହିଛି ସୁଯୋଗ ରହିଛି। ଏହି ଅଫରରେ ୯୯୯ ଟଙ୍କାର କ୍ରୟ ଉପରେ ରହିଛି ଲକି଼ ଡ୍ର କୁପନ।

ସାପ୍ତାହିକ ଲକି ଡ୍ର ଓ ମେଗା ଲକି ଡ୍ରରେ ସୁଜୁକି ଆକ୍ସେସ, ବ୍ରାଣ୍ଡେଡ ରେଫ୍ରିଜରେଟର, ଵାସିଂ ମେସିନ, ଇଣ୍ଡକ୍ସନ ଚୁଲା, ୱେଟ ଗ୍ରାଇଣ୍ଡର ଭଳି ପୁରସ୍କାର ରହିଛି। ୩୪୯୯ ଟଙ୍କାର କ୍ରୟ ଉପରେ ଅଧିକ ୪୯ ଟଙ୍କା ଦେଲେ ଗ୍ରାହକ ୪୨୨ ଚଙ୍କାର ହଟପଟ୍ ପାଇବେ। ସେହିଭଳି ୮୯୯୯ ଟଙ୍କାର କ୍ରୟ ଉପରେ ଅଧିକ ୯୯ ଟଙ୍କା ଦେଇ ଗ୍ର‌ାହକ ୧୨୯୯ ଟଙ୍କାର କିଙ୍ଗ୍ ସାଇଜ ବେଡସିଟ୍, ୧୩,୯୯୯ ଟଙ୍କାର କ୍ରୟ ଉପରେ ୯୯ ଟଙ୍କା ଦେଇ ୧୪୭୫ ଟଙ୍କାର ଘରପୋଛା, ୨୧,୯୯୯ ଟଙ୍କାର କ୍ରୟ ଉପରେ ୯୯ ଟଙ୍କା ଦେଇ ୩୪୯୫ ଟଙ୍କାର ମିକ୍ସର ଗ୍ରାଇଣ୍ଡର ପାଇପାରିବେ। ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଫର ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଫର ଭୁବନେଶ୍ବରସ୍ଥିତ ଅଶୋକନଗର, ପାତ୍ରପଡ଼ା ଓ ବିଗବଜାର ବ୍ରହ୍ମପୁର ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର