ସୁଭଦ୍ରା ମହତାବ ବାଳିକା ବିଦ୍ୟାଳୟ ପାଠାଗାର ଉଦ୍‌ଘାଟିତ

ଭୁବନେଶ୍ୱର: ରୋଟ୍ରାକ୍ଟ୍‌ କ୍ଲବ୍‌ ଭୁବନେଶ୍ୱର ଫ୍ରେଣ୍ଡସ୍‌ ପକ୍ଷରୁ ପୁରୁଣା ଭୁବନେଶ୍ୱରସ୍ଥିତ ସୁଭଦ୍ରା ମହତାବ ବାଳିକା ବିଦ୍ୟାଳୟରେ ଏକ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି। କ୍ଲବ୍‌ ପକ୍ଷରୁ ୧୧୦ ଖଣ୍ଡ ପୁସ୍ତକ ପ୍ରଦାନ କରାଯାଇଛି। ପାଠାଗାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାପତି ସମାପିକା ରାଉତରାୟ, ନିସାନ୍‌ ସାହୁ, ରମେଶ ବାରିକ ଓ ବିଦ୍ୟାଳୟର ଶିକ୍ଷକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର