ସାଇ ସରସ୍ୱତୀ ବିଦ୍ୟାମନ୍ଦିର ଛାତ୍ରଙ୍କ କୃତିତ୍ୱ

ଭୁବନେଶ୍ୱର : ଚିନ୍ତାମଣିଶ୍ୱର କେନାଲ ରୋଡ୍‌ସ୍ଥିତ ସାଇ ସରସ୍ୱତୀ ବିଦ୍ୟାମନ୍ଦିରର ଛାତ୍ର ସୁଜିତ୍‌ କୁମାର ବାରିକ ଶିକ୍ଷାବର୍ଷ ୨୦୧୬-୧୭ ମସିହାରେ ଅନୁଷ୍ଠିତ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି। ତାଙ୍କର ଏହି କୃତିତ୍ୱ ପାଇଁ ସେ ମା’ ବାପା ଓ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଛନ୍ତି।

ସମ୍ବନ୍ଧିତ ଖବର