ରାଜ୍ୟପାଳଙ୍କ ଦ୍ବାରା ‘ତାବିଜ୍‌ବାଲା ଓ ଅନ୍ୟାନ୍ୟ ଗଳ୍ପ’ ଉନ୍ମୋଚିତ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆଙ୍କ ‘ତାବିଜ୍‌ବାଲା ଓ ଅନ୍ୟାନ୍ୟ ଗଳ୍ପ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉନ୍ମୋଚନ କରିଛନ୍ତି। ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ପୁସ୍ତକ ଉନ୍ମୋଚନ କରିବା ସହ ଏହାର ପାଠକାଦୃତି ‌କାମନା କରିଛନ୍ତି।

ଏହି ଉତ୍ସବରେ ଲେଖକ ପ୍ରଭାତ ରଂଜନ ବେଉରିଆଙ୍କ ସମେତ ବିଦ୍ୟାପୁରୀର ପ୍ରକାଶକ ଜୀବାନନ୍ଦ ମିଶ୍ର, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର