ତମାଣ୍ଡୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

ଭୁବନେଶ୍ବର: ତମାଣ୍ଡୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ପ୍ରତିଷ୍ଠାତା‌ ତଥା ସ୍ଥାୟୀ ସମ୍ପାଦକ ଇଶ୍ବର ଚନ୍ଦ୍ର ବଳ, ସଭାପତି ସ୍ମୃତିରଞ୍ଜନ ବଳ, ପ୍ରଧାନ ଆଚାର୍ଯ୍ୟ ଦେବେନ୍ଦ୍ର କୁମାର ମୋହାଲିକ୍‌ ଓ ସମସ୍ତ ଗୁରୁଜୀ ଗୁରୁମା’ମାନେ ବିଶେଷ ସହଯୋଗ କରିଥିଲେ।

ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାର ବିଚାରକ ଭାବେ ବିରାଜ ମୋହନ ଦାସ, ସରୋଜ କୁମାର ସାମଲ, ରାଜଶେଖର ପଙ୍କଜ ସହଯୋଗ କରିଥିଲେ। ସେହିଭଳି ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାର ବିଚାରକ ଭାବେ ସୋମନାଥ ଦାସ ଓ ଗୀତାବଲ୍ଲଭ ନନ୍ଦନ ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର