ପୁରୁଣା ଭୁବନେଶ୍ବର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଲାଗିଥିବା ୩୨ଟି ସିସିଟିଭି ଏବେ ଅଚଳ ହୋଇଯାଇଛି। ବଜ୍ରପାତରେ ଅପରେଟିଂ ସିଷ୍ଟମ୍ ପୋଡ଼ି ଯାଇଥିବା ସହ ତାର ଗୁଡ଼ିକ ଜଳି ଯାଇଛି। ଯାହା ଫଳରେ ମନ୍ଦିର ଓ ମନ୍ଦିର ବାହାରେ ଲାଗିଥିବା ୩୨ଟି ସିସିଟିଭି ଅଚଳ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଆଜି ସିସିଟିଭି ଫୁଟେଜ୍ ଦେଖିବାକୁ ଯିବା ବେଳେ ଏହା ଅଚଳ ହୋଇଥିବା ଜାଣିବାକୁ ପାଇଥିଲେ।
ଲିଙ୍ଗରାଜ ମନ୍ଦିରର ୩୨ସିସିଟିଭି ଅଚଳ
/sambad/media/post_attachments/wp-content/uploads/2021/03/Lingaraj_temple-750x430-1.jpg)