ଭୁବନେଶ୍ୱର: ସରକାରଙ୍କ ଘୋଷଣା ମୁତାବକ ବାଇକରେ ଡବଲ ହେଲମେଟ ଏନ୍ଫୋର୍ସମେଣ୍ଟକୁ ଜୋରଦାର କରିଛି କମିସନରେଟ ପୁଲିସ। ଆଜି ୧୨ଟି ଜାଗାରେ ଯାଞ୍ଚ ହୋଇଥିବା ବେଳେ ୭୫ଜଣ ବିନା ହେଲମେଟରେ ଧରା ପଡ଼ି ଜରିମାନା ଗଣିଛନ୍ତି। ସେମାନଙ୍କଠାରୁ ୭୫ ହଜାର ଟଙ୍କା ଆଦାୟ କରାଯାଇଛି। ଗତକାଲି ପ୍ରଥମ ଦିନରେ ୫୦ଜଣ ଧରା ପଡ଼ିଥିଲେ। ତେଣେ ପୂର୍ବରୁ ହୋଇଥିବା ସଚେତନତା ଫଳରେ ଆଜି ଅନେକ ସହାଯାତ୍ରୀ ହେଲମେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଆର୍ଟିଓ ପକ୍ଷରୁ ଜରିମାନା ଆଦାୟ କରାଯାଇ ନାହିଁ। ଆଜି ଦୁଇଟି ଟିମ କେବଳ ସଚଟେନତା କରିଛି।
କଡ଼ାକଡ଼ି ହେଲା ଡବଲ୍ ହେଲମେଟ୍, ଦ୍ୱିତୀୟ ଦିନରେ ଧରାପଡ଼ିଲେ ୭୫
/sambad/media/post_attachments/wp-content/uploads/2021/01/h4h6ad4h654d65da4d56456had56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)