ଉଦୀୟମାନ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍ ପ୍ରମୋଟର ହୋଇଛନ୍ତି। ଦେଶରେ ବିଭିନ୍ନ ମେଟ୍ରୋ ଓ ଏୟାରପୋର୍ଟ ସମେତ ମେଟ୍ରୋ ଟ୍ରେନ୍ରେ ଶାଶ୍ୱତ ପର୍ଯ୍ୟଟନର ବ୍ରାଣ୍ଡ୍ ପ୍ରମୋଟର ପାଲଟିଛନ୍ତି। ଇକ୍କତ ଓ ସମ୍ବଲପୁରୀ ବେଶରେ ସଜେଇ ହୋଇ ଏକ ବିଶେଷ ମୁଦ୍ରାରେ ଦଣ୍ଡାୟମାନ ହୋଇଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ବେଶ୍ ପ୍ରସିଦ୍ଧି ଅର୍ଜନ କରିଥିବା ଶାଶ୍ୱତ ଓଡ଼ିଶାର ସଂସ୍କୃତି ଓ କଳା ପର୍ଯ୍ୟଟନର ପ୍ରଚାର ପ୍ରସାରରେ ଅଂଶୀଦାର ହୋଇପାରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।
ଶାଶ୍ୱତ ଯୋଶୀ ପର୍ଯ୍ୟଟନର ବ୍ରାଣ୍ଡ୍ ପ୍ରମୋଟର
/sambad/media/post_attachments/wp-content/uploads/2018/09/saswat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)