ଭୁବନେଶ୍ବର: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍)ର ନୂଆ ସିଇଓ ଭାବେ ଅରବିନ୍ଦ ସିଂହ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ର ସିଇଓ ଭାବେ କାର୍ଯ୍ୟ କରୁଥିଲେ। ପାୱାଲିଙ୍କ୍ସ ଟ୍ରାନ୍ସମିସନର ସିଇଓ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ।
ଟାଟା ପାୱାରରେ ସେ ୪୦ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ଟିପିସିଓଡିଏଲ୍ର ସିଇଓ ଭାବେ କାର୍ଯ୍ୟ କରୁଥିବା ଏମ୍ ସେନ୍ବାଗମ୍ ଅବସର ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/65.jpg)