ଭୁବନେଶ୍ବର: ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ବିଏମ୍ସି ୩୭ ନମ୍ବର ୱାର୍ଡ ଅଞ୍ଚଳରେ ନିଆରା ଢଙ୍ଗରେ ପାଳନ କରାଯାଇଛି। ଏହି ଅବସରରେ ମା’ ମଙ୍ଗଳା, ମା’ ବନଦୁର୍ଗା, ରାଧାମୋହନ ମହିଳା ସମିତି, ଶ୍ରୀ ଶ୍ରୀ ରାଧାମୋହନ ଉନ୍ନୟନ କମିଟି, ଶ୍ରୀକୃଷ୍ଣ କ୍ଲବ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା ଓ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ କାମନା କରାଯାଇଥିଲା। ପୂର୍ବତନ କର୍ପୋରେଟର ନବ ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖଗେନ୍ଦ୍ର ବେହେରା, ପ୍ରକାଶ ବେହେରା, ଭାଗ୍ୟଧର ବେହେରା, ଶ୍ରୀଧର ବେହେରା, କାର୍ତ୍ତିକ ବେହେରା, ସନ୍ତୋଷ ମହାକୁଡ଼, ସଞ୍ଜୟ ମହାନ୍ତି, ମନୋରଞ୍ଜନ ବେହେରା, ଗଉରା, ଆଦିତ୍ୟ, ସଦାଶିବ, ପ୍ରହଲ୍ଲାଦ, ମନୋଜ, ମନୁଆ, ରେଣୁବାଳା ମେଣ୍ଟା, ମଞ୍ଜୁଷା ବିଶ୍ବାଳ, ସସ୍ମିତା ରାଉତ, ଗୌରୀ ବେହେରା, ତିଳୋତ୍ତମା ମହାଭୋଇ, କଳ୍ପନା ସାହୁ, ସୁକାନ୍ତି ସେଠୀ, ପ୍ରତିମା ଦାସ, କୁନିବାଳା ସାହୁ, ଅନିତା ଦାସ, ଅନୁପମା ବେହେରା, ଦେବେନ୍ଦ୍ର ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ।
‘ସମ୍ବାଦ’ ସମ୍ପାଦକଙ୍କ ଜନ୍ମଦିନ ଅବସରରେ ବୃକ୍ଷରୋପଣ
/sambad/media/post_attachments/wp-content/uploads/2020/08/sf4h98sf4hs98fh498sfhsffhhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)