ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ରଣଜିତ ଗୁରୁଙ୍କ ଏକାଦଶାହ ଉପଲକ୍ଷେ ଭୁବନେଶ୍ୱରଠାରେ (କୈଳାଶବିହାର) ଫ୍ରଣ୍ଟହୋମ୍ ୱେଲଫେୟାର୍ ସୋସାଇଟି ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ସ୍ବର୍ଗତ ଗୁରୁଙ୍କ ଉଦ୍ଦେଶ୍ୟରେ ସୋସାଇଟି ତରଫରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଓ ଏଠାରେ ଥିବା ବିଭିନ୍ନ ଦେବାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଏଥିରେ ‘ସମ୍ବାଦ’ ପରିବାର ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସୋସାଇଟିର ସମସ୍ତ ବାସିନ୍ଦା ଯୋଗ ଦେଇ ସ୍ବର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ସମାଜସେବୀ ବିଶ୍ବଜିତ୍ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।ଭୁବନେଶ୍ୱର, ୨୮/୮(ଇମିସ): ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ରଣଜିତ ଗୁରୁଙ୍କ ଏକାଦଶାହ ଉପଲକ୍ଷେ ଭୁବନେଶ୍ୱରଠାରେ (କୈଳାଶବିହାର) ଫ୍ରଣ୍ଟହୋମ୍ ୱେଲଫେୟାର୍ ସୋସାଇଟି ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ସ୍ବର୍ଗତ ଗୁରୁଙ୍କ ଉଦ୍ଦେଶ୍ୟରେ ସୋସାଇଟି ତରଫରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଓ ଏଠାରେ ଥିବା ବିଭିନ୍ନ ଦେବାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯିବା ସହ ଏଥିରେ ‘ସମ୍ବାଦ’ ପରିବାର ସାମିଲ ହେବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସୋସାଇଟିର ସମସ୍ତ ବାସିନ୍ଦା ଯୋଗ ଦେଇ ସ୍ବର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ। ଶେଷରେ ସମାଜସେବୀ ବିଶ୍ବଜିତ୍ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ରଣଜିତ ଗୁରୁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
/sambad/media/post_attachments/wp-content/uploads/2019/08/sradhanjali-sabha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)