ଭୁବନେଶ୍ୱର: ମ୍ୟାନହୋଲ ଦବି ଯିବାରୁ ଓଲଟି ପଡ଼ିଲା ଟ୍ରକ

ଭୁବନେଶ୍ୱର: ଆଜି ସକାଳେ ରାଜଧାନୀ ର ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ଏକ ମ୍ୟାନ୍‌ହୋଲ ଦବି ଯିବାରୁ ସେହି ରାସ୍ତାରେ ଯାଉଥିବାଏକ ଟ୍ରକ୍‌ ଓଳଟି ପଡ଼ିଛି। ନିକଟରେ ନିର୍ମିତ ମ୍ୟାନ୍‌ହୋଲଟି ଟ୍ରକ୍‌ର ଭାର ସମ୍ଭାଳି ନ ପାରି ଦବିଯିବାରୁ ଟ୍ରକ୍‌ର ଚକା ସେଠାରେ ଦବି ଯାଇଥିଲା ଓ ସଙ୍ଗେସଙ୍ଗେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ତେବେ ଏହି ଦୁଘ;ର୍ଟଣାରେ ଟ୍ରକ୍‌ର ଡ୍ରାଇଭର, ହେଲପର ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ କୌଣସି କ୍ଷତି ହୋଇନାହିଁ।

ସମ୍ବନ୍ଧିତ ଖବର