ଭୁବନେଶ୍ୱର: ଦଶହରା ସମୟରେ ବିଭିନ୍ନ ପୂଜା ମଣ୍ଡପରେ ଭିଡ ଥିବା ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଠାରୁ ବିପୁଳ ପରିମାଣରେ ମୋବାଇଲ ଚୋରୀ କରିଥବା ଅଭିଯୋଗରେ ସହିଦ ନଗର ପୁଲିସ ସୋମବାର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସହିଦ ନଗର ଥାନା ଅଧିକାରୀ କହିଛନ୍ତି, ଅଭିଯୁକ୍ତମାନଙ୍କଠାରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି।
/sambad/media/post_attachments/wp-content/uploads/2017/10/bbs3-300x195.jpg)
ପୁଲିସର ସୂଚନା ଅନୁସାରେ ପଶ୍ଚିମବଙ୍ଗ ଅନ୍ତର୍ଗତ ବଳରାମପୁର ଥାନାର ଚିକୁଲି ଗ୍ରାମର ରାମ ସିଂହଙ୍କ ପୁଅ ଦୀପକ କୁମାର ସିଂହ(୨୧) ଓ ପୁରଲିଆ କୋଲିତୋଲା ଥାନାର ପାର୍କେଡି ଗ୍ରାମର କହ୍ନେଇଆ ସିଂହଙ୍କ ପୁଅ ଗୋବିନ୍ଦ ସିଂହ(୧୯) ଗିରଫ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/bbs.jpg)