ଭୁବନେଶ୍ୱରରୁ ୧୯୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗ ଏବଂ ଫ୍ଲାଇଂ ସ୍କ୍ଵାର୍ଡର ମିଳିତ ଚଢ଼ାଉ ବଳରେ ରାଜଧାନୀ ଭୁବନେଶ୍ୱରରୁ ଶୁକ୍ରବାର ୧୯୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସାଲିଆସାହିସ୍ଥିତ ଆଦିବାସୀ ଗାଁରୁ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ୭୬ ହଜାର ୧୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର