ବାରଙ୍ଗ : ନନ୍ଦନକାନନର ୬୬ ନମ୍ବର ଖୁଆଡ଼ କୃଷ୍ଣସାର ମୃଗ ଘରେ ଦୁଇ ଦିନ ମଧ୍ୟରେ ୨ଟି କୃଷ୍ଣସାର ମୃଗ ଶାବକ ଜନ୍ମ ନେଇଛନ୍ତି। ଉଭୟ ନବଜାତ ଶାବକ ଓ ସେମାନଙ୍କର ମା’ ସୁସ୍ଥ ଅଛନ୍ତି। ନନ୍ଦନକାନନରେ ଏହି ପ୍ରଜାତି ସଂଖ୍ୟା ମୋଟ ୨୫ ହୋଇଛି। ଏମାନଙ୍କ ମଧ୍ୟରେ ୪ଟି ପୁରୁଷ, ୬ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୫ଟି ଶାବକ ଅଛନ୍ତି।
୨ କୃଷ୍ଣସାର ଶାବକ ଜନ୍ମ
/sambad/media/post_attachments/wp-content/uploads/2018/01/Black_bu.jpg)