ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଜୟଦେବବିହାର ସର୍ଭିସ୍ ରୋଡ୍ରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ଯୁବକଦ୍ବୟ ବାଇକ୍ରେ ଜୟଦେବବିହାର ସର୍ଭିସ୍ ରୋଡ୍ରୁ ଫ୍ଲାଏଓଭର୍କୁ ଚଢ଼ୁଥିବା ବେଳେ ଡିଭାଇଡର୍ରେ ସେମାନଙ୍କ ଗାଡ଼ି ପିଟି ହୋଇଯାଇଥିଲା। ସେମାନଙ୍କ ଗାଡ଼ିରୁ ଗୋଟିଏ ମଦ ବୋତଲ, ଗଂଜେଇ ଓ ଚିଲମ ଜବତ ହୋଇଛି।
ଡିଭାଇଡର୍ରେ ପିଟି ହୋଇ ୨ ଗୁରୁତର
/sambad/media/post_attachments/wp-content/uploads/2022/02/accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)