ଭୁବନେଶ୍ୱର: ରସୁଲଗଡ଼ସ୍ଥିତ ଏସ୍ପ୍ଲାନେଡ୍ ମଲ୍ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ହସ୍ତତନ୍ତ ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଦୁଇ ଦିନିଆ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ପ୍ରଥମ ଦିନର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ମହିଳାଙ୍କ କାର୍ ରାଲି ଏବଂ ଓଡ଼ିଶା ହ୍ୟାଣ୍ଡଲୁମ୍ ପୋଷାକ ପ୍ରଦର୍ଶନ କରୁଥିବା ଫ୍ୟାସନ୍ ସୋ’ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/60-1.jpg)