ଦୟାନିଧି ନାୟକ ବାଣୀବିହାରର ନୂତନ କୁଳସଚିବ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନୂତନ କୁଳସଚିବ ହୋଇଛନ୍ତି ଦୟାନିଧି ନାୟକ। ଏହା ପୂର୍ବରୁ ପରିବହନ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନାୟକ ଭାରପ୍ରାପ୍ତ କୁଳସଚିବ ବିଦ୍ୟାଧର ନାୟକଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୫ ମାସ ହେଲା ସ୍ଥାୟୀ କୁଳସଚିବ ନ ଥିବାରୁ ଭାରପ୍ରାପ୍ତରେ ବିତ୍ତ ନିୟନ୍ତ୍ରକ ଶ୍ରୀ ନାୟକ ଦାୟିତ୍ୱରେ ରହିଥିଲେ।

ସମ୍ବନ୍ଧିତ ଖବର