ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବରସ୍ଥିତ ଭକ୍ତକବି ମଧୁସୂଦନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ବିଚାରକ ଭାବେ ଡ. ରମେଶ ପାଣି, ଦୀପ୍ତିରଂଜନ ମହାପାତ୍ର, ଅମୃତା ମିଶ୍ର, ସୁଶାନ୍ତ ସ୍ବାଇଁ ଯୋଗଦେଇ ମୂଲ୍ୟାୟନ କରିଥିଲେ। ସେହିପରି ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବିଚାରକ ଭାବେ ରବୀନ୍ଦ୍ର ମହାରଣା ଓ ଚନ୍ଦନ ସାମଲ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ ରଥ, ସିଦ୍ଧାର୍ଥ ମହାପାତ୍ର, ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଭକ୍ତକବି ମଧୁସୂଦନ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା
/sambad/media/post_attachments/wp-content/uploads/2022/09/31-9.jpg)