ବିଜୟଶ୍ରୀ ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ରାଉରାୟଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ସରକାରୀ ବାସଭବନରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ଜିତୁ ମିତ୍ର, ପ୍ରଶାନ୍ତ ଜଗଦେବ, ସୁର ରାଉତରାୟ ଏବଂ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ରବି ପାଣି, ପ୍ରିୟଦର୍ଶୀ ମିଶ୍ର, ସୁବର୍ଣ୍ଣ ନାୟକ, ଅଂଶୁମାନ ମହାନ୍ତି, ନାରାୟଣ ରେଡ଼ି, ରାଧାକାନ୍ତ ସେଠୀ, ଖଦି ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ସ୍ମୃତି କମିଟି ଆବାହକ ରବି ସାମଲ, ସମରେନ୍ଦ୍ର ସାହୁ, ଯୁଗଳ ନାୟକ, ପ୍ରଦୀପ ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାୟ, ସୁଦର୍ଶନ ଦାସ, ଜ୍ୟୋତି ମହାପାତ୍ର, ମିଟା ନାୟକ, ଆଶିଷ ସାହୁ, ଉପେନ୍ଦ୍ର ପାଢ଼ୀ, ଜଗବନ୍ଧୁ ସାହୁ, ବିକାଶ ଗିରି ଓ ଉଇ ଫର ଭୁବନେଶ୍ୱର ପକ୍ଷରୁ ସମସ୍ତ କର୍ମକର୍ତ୍ତା ଓ ବିଜୟଶ୍ରୀ ରାଉତରାୟଙ୍କ ପରିବାରବର୍ଗ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର