ଭୁବନେଶ୍ବର: ଚଳିତ +୨ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ଆଜି ବିଜେବି କଲେଜ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କଲେଜରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସମ୍ବର୍ଧନା କାର୍ଯ୍ୟକ୍ରମରେ କଲେଜର ଅନ୍ୟାନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ +୨ ପରୀକ୍ଷାରେ ବିଜେବି କଲେଜର ୭ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ଭବାନୀ ପଟ୍ଟନାୟକ ରାଜ୍ୟ ଟପର୍ ହୋଇଛନ୍ତି।
ବିଜେବି କଲେଜ ଛାତ୍ରଛାତ୍ରିଙ୍କୁ ସମ୍ବର୍ଧନା
/sambad/media/post_attachments/wp-content/uploads/2019/06/Untitled-8-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)