ଭୁବନେଶ୍ୱର: ଭାରତୀୟ ପୁଲିସ ସେବା ଅଧିକାରୀ (ଆଇପିଏସ୍) ଯୋଗେଶ ବାହାଦୂର ଖୁରାନିଆଙ୍କୁ ‘ବିଏସ୍ଏଫ୍’ର ଆଇଜି ଭାବେ ନିଯୁକ୍ତି ମିଳିଛି। ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ। ଖୁରାନିଆଙ୍କ ସ୍ଥାନରେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।