ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଖାରବେଳନଗର ହରିଜନ ସାହିର କାହ୍ନୁ ନାୟକ(୨୫), ସନ୍ଦୀପ କଲ୍ୟାଣୀ(୨୬), ରାଜା କଲ୍ୟାଣୀ(୨୬) ଏବଂ ନବୀନ କଲ୍ୟାଣୀ ଓରଫ ମନ୍ତ୍ରୀ(୨୬)।
କୌଣସି କାରଣରୁ ସ୍ଥାନୀୟ ଅଞ୍ଚଳର ରାହୁଲ ନାୟକଙ୍କ ସହ ଅଭିଯୁକ୍ତମାନଙ୍କର ବିବାଦ ଲାଗି ରହିଥିଲା। ସେମାନେ ରାହୁଲଙ୍କୁ ରବିବାର ବିଳମ୍ବିତ ରାତିରେ ଆକ୍ରମଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/46-14.jpg)