ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ବ୍ରାହ୍ମଣସୁଅାଁଲୋ ଗ୍ରାମର ଆଦିକନ୍ଦ ସାମନ୍ତରାୟଙ୍କ ଘର ଭିତରୁ ଆଜି ପୂର୍ବାହ୍ଣ ସାଢ଼େ ୧୧ଟାରେ ଏକ ୪ ଫୁଟିଆ ରଣା ସାପ ଉଦ୍ଧାର ହୋଇଛି। ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାପଟିକୁ କାବୁକରି ଜଙ୍ଗଲରେ ଛାଡ଼ି ଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ ଗତ ୨୭ ତାରିଖରେ ବିରଞ୍ଚି ଏକ ୫ ଫୁଟିଆ ରଣା ସାପ ବାଲିପାଟଣା ଥାନା ଅନ୍ତର୍ଗତ ରାଜସ ଗ୍ରାମର କ୍ଷେତ୍ରମୋହନ ସେଠୀଙ୍କ ଘରୁ ଉଦ୍ଧାର କରିଥିଲେ।
ଘର ଭିତରୁ ୪ ଫୁଟିଆ ରଣା ଉଦ୍ଧାର
/sambad/media/post_attachments/wp-content/uploads/2018/08/balianta-rana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)