ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

କେତେ ରାମାୟଣ, କେତେ ଚିନ୍ତନ

ସ୍ବଭାବତଃ ଆମେ ଅତୀତକୁ ଜାଣିବା ପାଇଁ ଅନୁସନ୍ଧିତ୍ସା ରଖନ୍ତି। ମାତ୍ର ଏହି ଅନୁସନ୍ଧିତ୍ସା ଅତୀତର କେତେକ ନିର୍ଦ୍ଦିଷ୍ଟ ଘଟଣାରେ ସୀମିତ ରହିଥାଏ। ସେହି ନିର୍ଦ୍ଦିଷ୍ଟ ଅତୀତର ବର୍ତ୍ତମାନ ସହିତ ସମ୍ବନ୍ଧ ଥାଏ। ବର୍ତ୍ତମାନର ଆମ ଜୀବନ ଦୃଷ୍ଟି, ବ୍ୟକ୍ତି ସ୍ବଭାବ ତଥା ପାଖ ପଡ଼ୋଶୀକୁ ନେଇ…
ଅଧିକ ଖବର ଦେଖନ୍ତୁ...

କର୍ମୁ ଅଧିକ ଯେ ଲୋଡ଼ଇ

ମା’ ଯଦି ତା’ର କର୍ତ୍ତବ୍ୟ କରିବ, ତେବେ ଶିଶୁ ତା’ର ଅଧିକାର ଆପେ ଆପେ ପାଇଯିବ। ତାକୁ ଆଉ ସ˚ଗ୍ରାମ କରିବାକୁ ପଡ଼ିବ ନାହିଁ। ଏମିତି ଅଗଣନ ସ˚ପର୍କରେ ଗଢ଼ା ମଣିଷର ଜୀବନ। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ତ ପୁଣି ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ। ଏହି ସ˚ପର୍କ ଓ ସମୀକରଣ ସରଳ ପ୍ରତୀୟମାନ ହେଉଥିଲେ…
ଅଧିକ ଖବର ଦେଖନ୍ତୁ...

ଉପେକ୍ଷିତ ଜନ୍ମଦାତା

ପିତା-ମାତାଙ୍କ ଋଣ ଶୁଝିବା ପ୍ରତ୍ୟେକ ସନ୍ତାନର କର୍ତ୍ତବ୍ୟ। ହିନ୍ଦୁ ଶାସ୍ତ୍ର ମତରେ ୧୦୦ ବର୍ଷରେ ମଧ୍ୟ ସନ୍ତାନ ଜନ୍ମଦାତା ବା ଜନ୍ମଦାତ୍ରୀଙ୍କ ଋଣ ଶୁଝି ପାରେନାହିଁ। ମନୁ ସଂହିତା ଅନୁସାରେ ଶିକ୍ଷକଙ୍କଠୁ ପିତା ଏକଶତ ଗୁଣ ଅଧିକ ସମ୍ମାନନୀୟ ଏବଂ ମା’ ବାପାଙ୍କଠୁ ହଜାରେ ଗୁଣ ମହାନ।…
ଅଧିକ ଖବର ଦେଖନ୍ତୁ...

ଖଚରର ମୂଲ୍ୟ

ଜଣେ ବଣିକଙ୍କ ପାଖରେ ଥିଲା ଗୋଟିଏ ଜାତିଆ ଆରବୀ ଘୋଡ଼ା। ବଣିକ ସେଇ ସୁନ୍ଦର ଘୋଡ଼ାର ମୋହରେ ପଡ଼ିଗଲେ। ତା’ଲାଗି ନୂଆ ଅସ୍ତାବଲ ତିଆରି କରାଇଲେ ଏବ˚ ତହିଁରେ ତାକୁ ଅତି ଯତ୍ନର ସହିତ ରଖିଲେ। ଦିନକର କଥା। ଜଣେ ସୁଫି ସନ୍ଥ ଗୋଟିଏ ଖଚର ପିଠିରେ ବସି ବଣିକଙ୍କ ଦୁଆର ମୁହଁରେ ପହଞ୍ଚିଲେ।…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ବଜେଟ୍‌ : ‘ଆତ୍ମନିର୍ଭର ଭାରତ’- ଛଅଟି ସ୍ତମ୍ଭ କେତେ ସମର୍ଥ?

ଗତ ଡିସେମ୍ବର ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ଉଦ୍ୟୋଗ ପରିଷଦ (ସିଆଇଆଇ) ଦ୍ବାରା ଆୟୋଜିତ ଏକ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଥିଲେ ଯେ ଆସନ୍ତା କେନ୍ଦ୍ରୀୟ ବଜେଟ୍‌ ୨୦୨୧ ଏକ ଯୁଗାନ୍ତକାରୀ ବଜେଟ୍‌ ହେବ, ଯାହାକୁ ଅର୍ଥମନ୍ତ୍ରୀ ଇ˚ରେଜୀରେ ‘ନେଭର ବିଫୋର ବଜେଟ୍‌’ ବୋଲି…
ଅଧିକ ଖବର ଦେଖନ୍ତୁ...

ଗରିବ କିଏ?

ଗରିବ କିଏ? ଯାହା ପାଖରେ ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ? ଯାହା ପାଖରେ କିଛି କିଣିବାକୁ ପଇସା ନାହିଁ? ଯାହାର ମୁଣ୍ତ ଗୁଞ୍ଜିବାକୁ ଘର ନାହିଁ? ବିଧବା ବା ବିକଳାଙ୍ଗ, ଯାହାଙ୍କୁ ସାହାଯ୍ୟ କରିବାକୁ କେହି ନାହାନ୍ତି? ବୁଢ଼ାବୁଢ଼ୀ, ମା’ଛେଉଣ୍ତ ପିଲା, ଯାହାଙ୍କୁ କେହି ପଚାରୁ ନାହାନ୍ତି?…
ଅଧିକ ଖବର ଦେଖନ୍ତୁ...

ଜେନ୍‌ ଗୁରୁଙ୍କ ଶିଷ୍ୟ

ଜଣେ ଜେନ୍‌ ସାଧୁ ଥିଲେ। ସେ କୌଣସି ଶିଷ୍ୟ ଗ୍ରହଣ କରୁ ନ ଥିଲେ। କିନ୍ତୁ ଥରେ ଜଣେ ବିଦ୍ବାନ ତାଙ୍କ ଶିଷ୍ୟ ହେବାକୁ ଜିଦି ଧରି ବସିଲେ। ସେଠାରୁ ଗଲେ ନାହିଁ। ତେଣୁ ବାଧ୍ୟ ହୋଇ ଜେନ୍‌ ସାଧୁ ତାଙ୍କୁ କହିଲେ- ଯଦି ଶିଷ୍ୟ ହେବାକୁ ଚାହଁ, ତେବେ ଗୋଟିଏ ସର୍ତ୍ତରେ। ମୁଁ ଯାହା କହିବି ତାକୁ…
ଅଧିକ ଖବର ଦେଖନ୍ତୁ...

ସମ୍ବିଧାନ ପୁନର୍ଲିଖନର ଆବଶ୍ୟକତା

ଅନ୍ତର୍ଜାତୀୟ ଖ୍ୟାତି ସ˚ପନ୍ନ ସାମ୍ବାଦିକ ଶ୍ରୀ ରାମ ବାହାଦୁର ରାୟ, ‘‘ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (Indira Gandhi National Centre for Arts) ଠାରେ ୨୦୧୬ ମସିହା, ଅପ୍ରେଲ ମାସରେ ବକ୍ତୃତା ଛଳରେ ଏକ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ସ୍ବାଧୀନତା ପାଇଁ ଜାତିର ପିତା ମହାତ୍ମା…
ଅଧିକ ଖବର ଦେଖନ୍ତୁ...

ଆର୍ଦ୍ରଭୂମିର ଭୂମିକା

ପୃଥିବୀ ପୃଷ୍ଠରେ ମାନବ ସୃଷ୍ଟିର ତତ୍ତ୍ବକୁ ବୈଜ୍ଞାନିକମାନେ ଭିନ୍ନଭିନ୍ନ ଭାବେ ପ୍ରକାଶ କରିଛନ୍ତି, ସେଥିମଧ୍ୟରୁ ବିବର୍ତ୍ତନବାଦ ଅନ୍ୟତମ। ଆହୁରି ମଧ୍ୟ ଜୀବର ସୃଷ୍ଟି ଏକ ଶୈବାଳରୁ; ଏକଥା ମଧ୍ୟ ସ୍ବୀକାର କରାଯାଇଛି। ସେହିପରି ପୃଥିବୀ ପୃଷ୍ଠରେ ଜୀବଜଗତ୍‌ ବିକାଶର ମଧ୍ୟ ଲମ୍ବା ତଥା…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଙ୍କ ଗାନ୍ଧୀ ହେବାର ଯାତ୍ରା

‘ଦ ଲାଇଫ୍‌ ଅଫ୍‌ ମହାତ୍ମା ଗାନ୍ଧୀ’ ପୁସ୍ତକ ପାଇଁ ମାର୍କିନ୍‌ ଲେଖକ ଲୁଇ ଫିସର‌୍‌ ସୁପରିଚିତ। ତାଙ୍କର ପୁସ୍ତକ ଆଧାରରେ ରିଚାର୍ଡ‌୍‌ ଆଟେନ୍‌ବରୋ ୧୯୮୨ରେ ନିଜର ପ୍ରସିଦ୍ଧ ପୁରସ୍କାର-ବିଜୟୀ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଗାନ୍ଧୀଙ୍କ ହତ୍ୟାର ଏକ ବର୍ଷ ପରେ ୧୯୪୯ରେ ଲୁଇଙ୍କ ପୁସ୍ତକ…
ଅଧିକ ଖବର ଦେଖନ୍ତୁ...