ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ଦିଲ୍ଲୀ ଏମ୍ସରେ ଛୁଟି ବାତିଲ । ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ନିଆଗଲା ବଡ଼ ନିଷ୍ପତ୍ତି । ଛୁଟି ବାତିଲ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।
Leaves cancelled at AIIMS Delhi. Following the order of the Ministry of Health and Family Welfare, no leave of any kind, including station leave, is to be granted to any officer except on medical grounds, till further orders. Further, the already sanctioned leave, if any, stands… pic.twitter.com/r3DBm3JEJD
— ANI (@ANI) May 9, 2025
ତେବେ ବାତିଲ ହେଲା ଦିଲ୍ଲୀ ଏମ୍ସର ସମସ୍ତ ଅଧିକାରୀଙ୍କ ଛୁଟି । ସ୍ବାସ୍ଥ୍ୟଗତ କାରଣ ଛଡ଼ା ଅନ୍ୟ ସବୁ ଛୁଟି ବାତିଲ। ଯଦି ପୂର୍ବରୁ ଛୁଟି ମଞ୍ଜୁର ଥାଏ ତାହାଲେ ବି ବାତିଲ । ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ଛୁଟି ବାତିଲ ।