ଶ୍ରୀନଗର: ଅପରେସନ ସିନ୍ଦୂର ପରେ ପାଗଳ ହେଲାଣି ପାକିସ୍ତାନ । ଜମ୍ମୁ ଏୟାରପୋର୍ଟରେ ରକେଟ୍ ଆକ୍ରମଣ । ଆକାଶ ମାର୍ଗରୁ ଆକ୍ରମଣ କଲା ପାକିସ୍ତାନ । ବିଭିନ୍ନ ସ୍ଥାନରେ ରକେଟ୍ ଖସାଇବାକୁ ପାକିସ୍ତାନର ଉଦ୍ୟମ । ପାକିସ୍ତାନର ରକେଟକୁ ଖସାଇଲା ଭାରତୀୟ ସେନା । ଏସ-୪୦୦ ଜରିଆରେ ରକେଟ୍ ଖସାଇଲା । ଜମ୍ମୁ ଏୟାରପୋର୍ଟର କୌଣସି କ୍ଷତି ହୋଇନଥିବା ସୂଚନା ।
#WATCH | J&K | A complete blackout has been enforced in Akhnoor of Jammu Division; sirens are being heard. pic.twitter.com/Jgftczowww
— ANI (@ANI) May 8, 2025
ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଭିଥିବା ସୂଚନା । ବିସ୍ଫୋରଣ ଶବ୍ଦ ପରେ ଜୋରରେ ବାଜିଲା ସାଇରନ । ହମଲା ପରେ ଜମ୍ମୁକୁ କରାଗଲା ପୂରା ବ୍ଲାକ୍ ଆଉଟ୍ । ଅନ୍ଧାରରେ ଅଛି ଜମ୍ମୁ କାଶ୍ମୀର । ସାମ୍ବା ଅଞ୍ଚଳରେ ମିଜାଇସ୍ ମାଡ ସୂଚନା । କୁପୱାଡାରେ ପ୍ରବଳ ଗୁଳିବର୍ଷା କରୁଛି ପାକିସ୍ତାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/08/6170eBKsGjZ6IT9Q88Id.jpg)