ଅନୁସନ୍ଧାନ କରୁଥିବା ବର୍ଗ

ଫୁଲଝରି

ଅକ୍ଷୟ ତୃତୀୟା: କଟକରେ ୬୦ କୋଟିରୁ ଅଧିକ ସୁନା ବ୍ୟବସାୟ

କଟକ: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥି ହେଉଛି ଅକ୍ଷୟ ତୃତୀୟା। ହିନ୍ଦୁ ଧର୍ମରେ ଏହି ଦିନଟି ସବୁଠାରୁ ଶୁଭଦିନ। ଏହି ଦିନରେ ଯାହା ଆରମ୍ଭ ବା ଅନୁକୂଳ କରାଯାଏ, ଭବିଷ୍ୟତରେ ତାହାର କ୍ଷୟ ବା କ୍ଷତି ହୁଏ ନାହିଁ, ବରଂ ଅଭିବୃଦ୍ଧି ଘଟିଥାଏ। ଏହି ବିଶ୍ବାସ ପାଇଁ ଅକ୍ଷୟ ତୃତୀୟାରେ ଲୋକେ…
ଅଧିକ ଖବର ଦେଖନ୍ତୁ...

ଆରାମ

ଗଛ ଉପରେ ପକ୍ଷୀଟିଏ ଆରାମରେ ବସିଥାଏ। ଏଇ ସମୟରେ ଗଛ ମୂଳରେ ଠେକୁଆଟିଏ ଆସି ପହଞ୍ଚିଲା। ସେ ପକ୍ଷୀଟିକୁ କହିଲା-ଅପା, କ’ଣ କରୁଛୁ? ପକ୍ଷୀଟି କହିଲା-ଆରାମ କରୁଛି। ଠେକୁଆଟି କହିଲା-ମୁଁ ବି ଏଇ ଗଛ ମୂଳରେ ଆରାମ କରୁଛି। ପକ୍ଷୀଟି ତା’କୁ ଚାହିଁ ରହିଥାଏ। ଏଇ ସମୟରେ ଏକ ବଣୁଆ ଜୀବ ସେଇଗଛ ମୂଳକୁ…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ, ନୂଆ କଥା: ଚିହ୍ନା ମୁହଁକୁ ଚିହ୍ନିବା ଓ ସବୁଠାରୁ ଅଧିକ କ୍ୟାମେରା ସଂଗ୍ରାହକ

ଅନେକ ସମୟରେ ଆମେ ଚିହ୍ନା ମୁହଁକୁ ଅତି ସହଜରେ ଚିହ୍ନି ପାରିଥାଉ। ସେମାନଙ୍କ ମୁହଁ ଦୂରରୁ ଅସ୍ପଷ୍ଟ ଦେଖାଯାଉଥିଲେ ବି ଆମେ ଚିହ୍ନୁ। ଥରେ ଜଣଙ୍କୁ ଦେଖିଦେଇଥିଲେ ତା’କୁ ମନେ ରଖିଥାଉ। କିନ୍ତୁ ଏପରି କାହିଁକି ହୋଇଥାଏ? ଏହାର କାରଣ ଖୋଜିବାକୁ ପ୍ରୟାସ କରିଥିଲେ ରକ୍‌ଫେଲର ୟୁନିଭର୍ସିିଟିର…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା: ମଣିଷ ଖତ

ନେଦରଲ୍ୟାଣ୍ଡସ୍‌ର ‘ଲୁପ୍‌ ବାୟୋଟେକ୍‌’ କମ୍ପାନି ଅନ୍ତ୍ୟେଷ୍ଟିକ୍ରିୟା ଲାଗି ଏକ ନୂଆ ତଥା ନିଆରା କଫିନ୍‌ ତିଆରି କରିଛି। ଯାହା କି କାଠରେ ନୁହେଁ, ବରଂ ତିଆରି ହୋଇଛି ଫଙ୍ଗସ୍‌‌େର। ଏହାକୁ କମ୍ପାନି ‘ବାୟାଡିଗ୍ରେଡେବଲ୍‌ କଫିନ୍‌’ ବୋଲି କହିଛି। କମ୍ପାନି ଏହାର ନାଁ ରଖିଛି…
ଅଧିକ ଖବର ଦେଖନ୍ତୁ...

ଦୃଢ ଆତ୍ମବିଶ୍ୱାସ

ଜଣେ ଆଠ ବର୍ଷର ଶିଶୁ ଗୋଟିଏ ଟଙ୍କାକିଆ କଏନ ଧରି ଦୋକାନୀଙ୍କୁ ପଚାରିଲା - ଆପଣଙ୍କ ଦୋକାନରେ ପ୍ରଭୁ ଜଗନ୍ନାଥ ମିଳବେ କି? ଦୋକାନୀଟି ବିରକ୍ତ ହୋଇ ଟଙ୍କାଟିକୁ ଫୋପାଡ଼ି ଦେଲେ। କହିଲେ - ଯାଆ। ପିଲାଟି ପାଖ ଦୋକାନୀଙ୍କୁ ଟଙ୍କାଟିଏ ଦେଇ ଚୁପଚାପ୍ ଠିଆ ହୋଇ ରହିଲା। ଦୋକାନୀ ପିଲାଟିକୁ କହିଲେ…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ ନୂଆ କଥା – ରୋବୋ ମାଛ

ପ୍ଲାଷ୍ଟିକ୍‌, ମାଇକ୍ରୋପ୍ଲାଷ୍ଟିକ୍‌ର କୁପ୍ରଭାବରୁ ଜୀବଗଜତକୁ ମୁକ୍ତ ରଖିବା ପାଇଁ ବୈଜ୍ଞାନିକମାନେ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି କ୍ରମରେ ଚୀନ୍‌ର ସୁଚୁଆନ୍‌ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମ‌ାନେ ସମୁଦ୍ରରେ ମାଇକ୍ରୋପ୍ଲାଷ୍ଟିକ୍‌ ସଫା କରିବା ପାଇଁ ଏକ ରୋବୋ ମାଛ ତିଆରି…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା – ପଶୁପକ୍ଷୀଙ୍କ ଭାଷା ବୁଝିବା

ଡାଟା ସାଇନ୍ସ୍‌ ଓ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ୍‌ ସହାୟତାରେ ମଣିଷ ବିଭିନ୍ନ ଅସମ୍ଭବକୁ ସମ୍ଭବ କରିପାରିଛି। ଏବେ ମଣିଷ ପଶୁପକ୍ଷୀଙ୍କ ଭାଷାକୁ ବି ବୁଝିି ପାରିବ। ବହୁଦିନରୁ ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରି ଆସୁଥିଲେ। ଏବେ ବିଶ୍ବର ଗବେଷକମାନେ ପଶୁପକ୍ଷୀଙ୍କ କଥାବାର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ଖୋଲା ଝରକା: ଅନୁବାଦ କରିବ ଚଷମା

କିଛି ନୂଆ ଶବ୍ଦ ଖୋଜିବାପାଇଁ ଡିକ୍ସିନାରି ଦେଖିବାକୁ ପଡ଼ିଥାଏ। ଜାପାନର ଜଣେ ବୈଜ୍ଞାନିକ ଏଭଳି ଚଷମା ତିଆରି କରିଛନ୍ତି ଯାହା ଅଜଣା ଶବ୍ଦକୁ ଅନୁବାଦ କରିବାରେ ସକ୍ଷମ। ଚଷମାଟି ଶବ୍ଦକୁ ଅନୁବାଦ କରି ତା’ର ଅନୂଦିତ ରୂପ ପ୍ରସ୍ତୁତ କରିଥାଏ। କମ୍ପାନି ଅନୁସାରେ ଏହି ଟେକ୍‌ନିକ୍‌କୁ ଜାପାନର…
ଅଧିକ ଖବର ଦେଖନ୍ତୁ...

ନୂଆ ସମୟ, ନୂଆ କଥା: ଗଳିଶୂନ୍ୟ ଗାଁ ଏବଂ ଓଲଟା ଝରଣା

ଗଳିଶୂନ୍ୟ ଗାଁ ଏପରି କୌଣସି ଗାଁ କି ବସ୍ତି ନାହିଁ ଯେଉଁଠି ଗଳି କି ଛକ ନଥିବ। ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାର ଏକ ଗାଁ ଅଛି ଯେଉଁଠାରେ କୌଣସି ଛକ କି ଗଳି ନାହିଁ। ଗାଁରେ କେବଳ ଗୋଟାଏ ରାସ୍ତା ଦେଖିବାକୁ ମିଳେ। ମନ୍ଦିର, ବିଦ୍ୟାଳୟ ଦୋକାନଠାରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଓଲେଇ ଚମ୍ପା

ରମେଶ ପାଖରେ ଥିଲେ ବାରି‌ଗୋଟି ଗାଈ। ଗାଈଙ୍କ ସହିତ ବାଛୁରିଗୁଡ଼ିକୁ ଗଣିଲେ ସଂଖ୍ୟା କୋଡ଼ିଏ ଉପରେ। ଗାଈଙ୍କଠାରୁ ବର୍ଷସାରା କ୍ଷୀର ଉତ୍ପାଦନ କରି ତା’ ପରିବାର ଚଳେ। ଗାଈ ଓ ବାଛୁରିମାନଙ୍କୁ ସେ ନିଜର ପରିବାରର ସଦସ୍ୟ ଭଳି ଆଦର କରେ ଓ ସେମାନଙ୍କର ଯତ୍ନ ନିଏ। ସେମାନଙ୍କ ପାଇଁ ଘାସ, ଦାନା,…
ଅଧିକ ଖବର ଦେଖନ୍ତୁ...