ଓଡ଼ିଶା କଂଗ୍ରେସର ଗବେଷଣା ବିଭାଗ ପାଇଁ ୪ଜଣ ରାଜ୍ୟ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର : ଆଜି ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ସମେତ ୯ଟି ରାଜ୍ୟର ଦଳୀୟ ଗବେଷଣା ବିଭାଗ ନିମନ୍ତେ ରାଜ୍ୟ ସଂଯୋଜକମାନଙ୍କୁ ନିଯୁକ୍ତି ଦେଇଛନ୍ତିି। ଓଡ଼ିଶା ପାଇଁ ୪ଜଣ ରାଜ୍ୟ ସଂଯୋଜକ ନିଯୁକ୍ତି ପାଇଛନ୍ତିି। ସେମାନେ ହେଉଛନ୍ତିି ଉତ୍କଳ କେଶରୀ ରାଉତରାୟ, ସଞ୍ଜୀବ ପରିଡ଼ା, ସତ୍ୟଶିବ ଦାସ ଓ ଅମିୟ ପାଣ୍ଡବ। ଏ ନେଇ ଏଆଇସିସି ରିସର୍ଚ ଡିପାର୍ଟମେଣ୍ଟ ଅଧ୍ୟକ୍ଷ ପ୍ରଫେସର ଏମ୍‌.ଭି.ରାଜୀବ ଗୌଡ଼ା ପ୍ରେସ୍‌ ବିଜ୍ଞପ୍ତି ଯୋଗେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର