ଭୁବନେଶ୍ୱର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନମଣ୍ଡଳୀର ରେଙ୍ଗାଲି ବ୍ଲକ୍‌ ବିଜେଡି ସଭାପତି ଭାବେ ଜୟରାମ କିଶାନ୍‌ଙ୍କ ସ୍ଥାନରେ ଅଶୋକ କୁମାର ଗୁରୁଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ନେଇ ଦଳ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।