ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ବିଶ୍ୱଜିତ ମହାନ୍ତି ଶୁକ୍ରବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସଭାପତିଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଶ୍ୱଜିତ ଦଳରେ ଯୋଗ ଦେଇଛନ୍ତି।
ବିଜେଡିରେ ଯୋଗଦେଲେ ବିଜେପି ଛାଡ଼ିଥିବା ବିଶ୍ୱଜିତ ମହାନ୍ତି
/sambad/media/post_attachments/wp-content/uploads/2019/04/bjd-flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)