ବିଜେଡିରେ ଯୋଗଦେଲେ ବିଜେପି ଛାଡ଼ିଥିବା ବିଶ୍ୱଜିତ ମହାନ୍ତି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ମୁଖପାତ୍ର ବିଶ୍ୱଜିତ ମହାନ୍ତି ଶୁକ୍ରବାର ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଜେଡ଼ି ସଭାପତିଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଶ୍ୱଜିତ ଦଳରେ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର