ଭୁବନେଶ୍ୱର: କୁନ୍ଦୁଲି ଗଣ ଦୁଷ୍କର୍ମରେ ଶିକାର ହୋଇ ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀଙ୍କ ପରିବାରକୁ ଭେଟିବାକୁ ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳି କୁନ୍ଦୁଲି ଅଭିମୁଖେ ଯାଇଛିି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରବି ନାୟକ, ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଜୟରାମ ପାଙ୍ଗୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ, ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ତ୍ରିପାଠୀ, ରମେଶ ସାହୁ ପ୍ରମୁଖ ସକାଳ ସାଢ଼େ ୧୧ଟାରେ କୋରାପୁଟର କୁନ୍ଦୁଲି ଅଭିମୁଖେ ଯାତ୍ରା କରିଛନ୍ତି।
ବିଜେପି ପ୍ରତିନିଧି ମଣ୍ଡଳି କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଗଲେ
/sambad/media/post_attachments/wp-content/uploads/2017/11/Basanta-Panda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)