ବିଜେପି ପ୍ରତିନିଧି ମଣ୍ଡଳି କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଗଲେ

1

ଭୁବନେଶ୍ୱର: କୁନ୍ଦୁଲି ଗଣ ଦୁଷ୍କର୍ମରେ ଶିକାର ହୋଇ ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀଙ୍କ ପରିବାରକୁ ଭେଟିବାକୁ ଆଜି ବିଜେପିର ଏକ ପ୍ରତିନିଧି ମଣ୍ଡଳି କୁନ୍ଦୁଲି ଅଭିମୁଖେ ଯାଇଛିି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ବିଧାୟକ ରବି ନାୟକ, ପ୍ରଦୀପ ପୁରୋହିତ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ଜୟରାମ ପାଙ୍ଗୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ, ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଞ୍ଚି ତ୍ରିପାଠୀ, ରମେଶ ସାହୁ ପ୍ରମୁଖ ସକାଳ ସାଢ଼େ ୧୧ଟାରେ କୋରାପୁଟର କୁନ୍ଦୁଲି ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Kritika Ganguly says

    Panda Caste people have lost their control and they have catched wrong path.
    In entire world if a female will be found searching for sex partners in those cases the Rape is occurring.The Rape Victim can identify the culprits during the enquiry basing on that police will arrest.
    The Caste Culture of raped victim and villagers confidence on the raped victim will be the supportive in execution of punishment.
    Pandas in odisha has earned huge Money since from many years and they want to deceive the Food Providing Government I.Every.BJD.
    Byjayant Panda should be discharged from the BJD on his cooperative efforts for wrongful association with external parties for deceiving the party in which he is a Member.Byjayanti Panda has started grooming his relatives in BJP and he will join with them after discharging from BJD.