ବିଜେପି ମହିଳା ମୋର୍ଚାର ନୂତନ ପଦାଧିକାରୀ

ଭୁବନେଶ୍ବର : ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ପୂର୍ବତନ ଭୁବନେଶ୍ବର ଜିଲ୍ଲା ସଭାନେତ୍ରୀ ମୀନାକ୍ଷୀ ପ୍ରିୟଦର୍ଶିନୀ, କଟକ ସଦର ଜିଲ୍ଲା ସଭାନେତ୍ରୀ କମଳା ସାହୁ ଓ ବୌଦ୍ଧ ଜିଲ୍ଲାର ସଂଯୁକ୍ତା ନାୟକଙ୍କୁ ମହିଳା ମୋର୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଭାବେ ମନୋନୀତ କରାଯାଇଛି। ଏହାସହ ଯାଜ୍ଞସେନୀ ସାମଲଙ୍କୁ କଟକ ସଦର ଜିଲ୍ଲାର ନୂତନ ସଭାନେତ୍ରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିବା ମହିଳା ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର