କଂଗ୍ରେସ ଟିକେଟରେ ମୋରଡ଼ାରୁ ଲଢ଼ିବେ ପ୍ରଭାସ କର ମହାପାତ୍ର

ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାର ମୋରଡ଼ା ଆସନ ପାଇଁ କଂଗ୍ରେସ ରବିବାର ନିଜର ପ୍ରାର୍ଥୀ ଘୋଷଣା କରିଛି। ଏହି ଆସନରୁ କଂଗ୍ରେସ ଟିକେଟରେ ପ୍ରଭାସ କର ମହାପାତ୍ର ନିର୍ବାଚନ ଲଢ଼ିବେ। ଏହି ଆସନ ପାଇଁ ପୂର୍ବରୁ କଂଗ୍ରେସ ଏବଂ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ବୁଝାମଣା ହୋଇଥିଲା। ମୋରଡ଼ାରେ କଳିଙ୍ଗ କେଶରୀ ଜେନା ଜେଏମ୍‌ଏମ୍‌ ପ୍ରାର୍ଥୀ ହୋଇଛନ୍ତି।

ସମ୍ବନ୍ଧିତ ଖବର