ଭୁବନେଶ୍ୱର : ଗତ ଦୁଇ ତାରିଖରେ ଭାରତ ବନ୍ଦ ସମୟରେ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟି ଧନଜୀବନ ହାନି ଘଟିଥିଲା। ଫଳରେ ବିଭିନ୍ନ ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିଲା। ଏହା କେବଳ କେନ୍ଦ୍ର ବିଜେପି ସରକାର ଏବଂ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କର ଚରମ ଅବହେଳା ଯୋଗୁଁ ଘଟିଥିଲା ବୋଲି ପ୍ରଦେଶ କଂଗ୍ରେସ କମିଟି ଅଭିଯୋଗ କରିଛି। ଦେଶରେ ଶାନ୍ତି, ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ ଆସନ୍ତା ୯ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟ ତଥା ଜିଲ୍ଲା ସ୍ତରରେ ଉପବାସ ପାଳନ କରାଯିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି।
୯ରେ କଂଗ୍ରେସର ଉପବାସ
/sambad/media/post_attachments/wp-content/uploads/2018/04/prasad.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)