ଖୋର୍ଦ୍ଧା: ଖୋର୍ଦ୍ଧାରେ କଂଗ୍ରେସର ପରିବର୍ତ୍ତନ ସମାବେଶ । ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନଠାରୁ ଆରମ୍ଭ ହୋଇ ହାବେଳି ପଡ଼ିଆ ପର୍ଯ୍ୟନ୍ତ ଏହି ସମାବେଶ କରିବେ କର୍ମୀ । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କ ସମେତ କଂଗ୍ରେସର ବରିଷ୍ଠ କର୍ମକର୍ତ୍ତା ସାମିଲ ହେବେ ।

Advertisment

ଜାନକୀ ବଲ୍ଲଭ ଉଦ୍ୟାନଠାରେ ଧୀରେ ଧୀରେ କର୍ମୀଙ୍କ ଗହଳି ଦେଖାଦେଲାଣି । ଜଟଣୀ ବିଧାୟକ ସୁର ରାଉତରାୟ ଘଟଣାସ୍ଥଳରେ ଉପସ୍ଥିତ ଥିବା ବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାର ଗାଁ ଗହଳିରୁ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ରହିଛି।