ଭୁବନେଶ୍ବର : ଓଡିଶା ପ୍ରଦେଶ କ˚ଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କ˚ଗ୍ରେସ ସୋସିଆଲ ମିଡିଆ ଓ ଡିଜିଟାଲ କମ୍ୟୁନିକେସନ ବିଭାଗର ରାଜ୍ୟ କମିଟି ଓ ଜିଲ୍ଲା ସ˚ଯୋଜକ ନିଯୁକ୍ତ କରିଛନ୍ତି। ରାଜ୍ୟ କମିଟିରେ ରାଜ୍ୟ ସ˚ଯୋଜକ ଭାବରେ ଅଭିଷେକ ମହାନନ୍ଦ ନିଯୁକ୍ତି ପାଇଥିବା ବେଳେ କୋର୍ କମିଟି ସଦସ୍ୟ ଭାବରେ ସପ୍ତଗିରି ଉଲାକା, ସମସିଦା ତୟାଦ, ସମ୍ବିତ ଶ୍ରୀଚନ୍ଦନ, ପୱନ ଶର୍ମା, ପ୍ରିୟବ୍ରତ ସାହୁ, ମାହେପରା ନିଖିତ, ଅଭିଳାଷ ପତି, ଶିବମ୍ ପଟ୍ଟନାୟକ, ସନ୍ତୋଷ ପ୍ରଧାନ, ମିହିର ରାୟ, ଚନ୍ଦନ ରାୟ, ଶୈଳେନ୍ଦୁ ଦାସ, ଆଶିଷ ସ୍ବାଇଁ, ଅଭିଷେକ ରଥ, ନୌସାଦ ସେକ୍, ଜଗତଜୀବନ ମହାନ୍ତି, ପଲ୍ଲୀ ସର୍କାର, ପ୍ରତିଭା ଭାସ୍କର, ପ୍ରିୟଙ୍କା ଭାଲା, ଦ୍ବାରିକା ମହାପାତ୍ର, ଐତିହ୍ୟ ଦିବ୍ୟସି˚ହ, ମାନସ ଆଚାର୍ଯ୍ୟ, ଅମିତ୍ କୁମାର ନାୟକ, ସର୍ବଜିତ୍ ପଟ୍ଟନାୟକ ଓ ସତ୍ୟବ୍ରତ ଗୁରୁ ପ୍ରମୁଖ ରହିଛନ୍ତି।
ସେହିପରି କ˚ଗ୍ରେସ ସା˚ଗଠନିକ ଜିଲ୍ଲା ସ˚ଯୋଜକ ଭାେବ ଅନୁଗୁଳ ଜିଲ୍ଲା ପାଇଁ ଆଲୋକ କୁମାର ଦାସ ରହିଥିବା ବେଳେ ବାଲେଶ୍ବର-ର˚ଜିତ୍ ପଣ୍ତା, ବରଗଡ-ଘନଶ୍ୟାମ ଅଗ୍ରୱାଲ, ଭଦ୍ରକ-ଆତିଶ କୁମାର ଦାସ, ଭୁବନେଶ୍ବର-ଶିବାନୀ ଶଙ୍କର ମହାନ୍ତି, ବଲାଙ୍ଗୀର-ଗଣେଶ କୁମାର ସାହୁ, ବୌଦ୍ଧ-ଉମାକାନ୍ତ ନାୟକ, କଟକ-ଅଶୋକ କୁମାର ସ୍ବାଇଁ, କଟକ ନଗର-ରୌପ୍ୟର˚ଜନ ମହାପାତ୍ର, ଦେବଗଡ-ବିକାଶ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ-ଦଶରଥ ମହନ୍ତ, ଗଞ୍ଜାମ-ଚିନ୍ମୟ କୁମାର ହୋତା, ବ୍ରହ୍ମପୁର ନଗର-ସିଦ୍ଧାନ୍ତ କୁମାର ସାହୁ, ଗଜପତି-ବସନ୍ତ କୁମାର ପଣ୍ତା, ଜଗତସି˚ହପୁର- ଲିପକ କୁମାର ସାହୁ, ଯାଜପୁର-ସୌଭାଗ୍ୟ ର˚ଜନ ଦାଶ, ଝାରସୁଗୁଡା-ଉଦିତ୍ ଜଗତ, କଳାହାଣ୍ତି-ମହମ୍ମଦ ଅଲ୍ଲୀ ଖାଁ, କନ୍ଧମାଳ-ଚି˚ଟୁ ଦାସ, କେନ୍ଦ୍ରାପଡା-ମୁଜାଫର ଖାଁ, କେନ୍ଦୁଝର-ସୁଢ଼ଳ କୁମାର ସେଠୀ, ଖୋର୍ଦ୍ଧା-ଦ୍ବାରିକା ମହାନ୍ତି, କୋରାପୁଟ-ଯତିନ୍ କୁମାର ହୋତା, ମୟୂରଭଞ୍ଜ -ସୌମ୍ୟର˚ଜନ ବେହେରା, ମାଲକାନଗିରି-ପଦ୍ମ ପାଙ୍ଗୀ, ନବରଙ୍ଗପୁର-ପ୍ରଫୁଲ୍ଲ ପଣ୍ତା, ନୂଆପଡା-ଦେବଦତ ଦୀକ୍ଷିତ୍, ନୟାଗଡ-ଅମୀର ବେଜ୍, ପୁରୀ-ପ୍ରଦୀପ ମହାପାତ୍ର, ରାୟଗଡା-ଅସଲମ ଖାଁ, ରାଉରକେଲା-ସାନ୍ଦିପନ ମହାପାତ୍ର, ସମ୍ବଲପୁର-ଆଲୋକ ନାୟକ, ସୁବର୍ଣ୍ଣପୁର- ସୁମନ୍ତ ସାହୁ ଓ ସୁନ୍ଦରଗଡ ଜିଲ୍ଲା ପାଇଁ ଅନ ପଟେଲଙ୍କୁ ନିଯୁକ୍ତ ଦିଆଯାଇଥିବା ସାଧାରଣ ସ˚ପାଦକ ବିଶ୍ବଜିତ୍ ଦାସ ଜଣାଇଛନ୍ତି।