ଦାମୋଦର ରାଉତ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ଡ. ଦାମୋଦର ରାଉତଙ୍କୁ ବୁଧବାର ବଡ଼ ଦାୟିତ୍ୱ ମିଳିଛି। ଦାମ ରାଉତଙ୍କୁ ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ ରୂପରେ ନିଯୁକ୍ତି ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ ପରେ ଦାମଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର