ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ : ଜାଣନ୍ତୁ ଓଡ଼ିଶାରେ କେବେ, କେଉଁଠାରେ ହେବ ନିର୍ବାଚନ

ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୧୧ 
ପ୍ରାର୍ଥିପତ୍ର ଦାଖଲ: ମାର୍ଚ୍ଚ ୧୮ରୁ ୨୫, ପ୍ରାର୍ଥିପତ୍ର ଯାଞ୍ଚ: ମାର୍ଚ୍ଚ ୨୬, ପ୍ରାର୍ଥିପତ୍ର ପ୍ରତ୍ୟାହାର: ମାର୍ଚ୍ଚ ୨୮

ଦ୍ବିତୀୟ ପର୍ଯ୍ୟାୟ ଏପ୍ରିଲ୍ ୧୮
ପ୍ରାର୍ଥିପତ୍ର ଦାଖଲ: ମାର୍ଚ୍ଚ ୧୯ରୁ ୨୬, ପ୍ରାର୍ଥିପତ୍ର ଯାଞ୍ଚ: ମାର୍ଚ୍ଚ ୨୭, ପ୍ରାର୍ଥିପତ୍ର ପ୍ରତ୍ୟାହାର: ମାର୍ଚ୍ଚ ୨୯

ତୃତୀୟ ପର୍ଯ୍ୟାୟ ଏପ୍ରିଲ୍ ୨୩
ପ୍ରାର୍ଥିପତ୍ର ଦାଖଲ: ମାର୍ଚ୍ଚ ୨୮ରୁ ଏପ୍ରିଲ ୪, ପ୍ରାର୍ଥିପତ୍ର ଯାଞ୍ଚ: ଏପ୍ରିଲ ୫, ପ୍ରାର୍ଥିପତ୍ର ପ୍ରତ୍ୟାହାର: ଏପ୍ରିଲ ୮

ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ୍ ୨୯
ପ୍ରାର୍ଥିପତ୍ର ଦାଖଲ: ଏପ୍ରିଲ ୨ରୁ ଏପ୍ରିଲ ୯, ପ୍ରାର୍ଥିପତ୍ର ଯାଞ୍ଚ: ଏପ୍ରିଲ ୧୦, ପ୍ରାର୍ଥିପତ୍ର ପ୍ରତ୍ୟାହାର: ଏପ୍ରିଲ ୧୨

ମେ ୨୩ରେ ଭୋଟ୍‌ ଗଣତି

ପ୍ରଥମ ପର୍ଯ୍ୟାୟ (ଏପ୍ରିଲ ୧୧) ୪ ଲୋକସଭା ଓ ୨୮ ବିଧାନସଭା

ଲୋକସଭା      ବିଧାନସଭା
କଳାହାଣ୍ଡି(ସା)
ନୂଆପଡ଼ା (ସା), ଖରିଆର (ସା), ଲାଞ୍ଜିଗଡ଼ (ଏସ୍‌ଟି), ଜୁନାଗଡ଼ (ସା), ଧର୍ମଗଡ଼ (ସା), ଭବାନୀପାଟଣା (ଏସ୍‌ସି), ନର୍ଲା (ସା)
ନବରଙ୍ଗପୁର (ଏସ୍‌ଟି) ଉମରକୋଟ (ଏସ୍‌ଟି), ଝରିଗାଁ (ଏସ୍‌ଟି), ନବରଙ୍ଗପୁର (ଏସ୍‌ଟି), ଡାବୁଗାଁ (ଏସ୍‌ଟି), କୋଟପାଡ଼ (ଏସ୍‌ଟି), ମାଲକାନଗିରି (ଏସ୍‌ଟି), ଚିତ୍ରକୋଣ୍ଡା( ଏସ୍‌ଟି)

ବ୍ରହ୍ମପୁର (ସା)
ଛତ୍ରପୁର (ଏସ୍‌ସି), ଗୋପାଳପୁର (ସା), ବ୍ରହ୍ମପୁର (ସା), ଦିଗପହଣ୍ଡି (ସା), ଚିକିଟି (ସା), ମୋହନା (ଏସ୍‌ଟି), ପାରଳାଖେମୁଣ୍ଡି (ସା)
କୋରାପୁଟ (ଏସ୍‌ଟି) ଗୁଣୁପୁର (ଏସ୍‌ଟି), ବିଷମକଟକ (ଏସ୍‌ଟି), ରାୟଗଡ଼ା (ଏସ୍‌ଟି), ଲକ୍ଷ୍ମୀପୁର (ଏସ୍‌ଟି), ଜୟପୁର (ସା), କୋରାପୁଟ (ଏସ୍‌ସି), ପଟାଙ୍ଗୀ (ଏସ୍‌ଟି)

ଦ୍ବିତୀୟ ପର୍ଯ୍ୟାୟ (ଏପ୍ରିଲ ୧୮) ୫ ଲୋକସଭା ଓ ୩୫ ବିଧାନସଭା

ଲୋକସଭା     ବିଧାନସଭା
ବରଗଡ଼ (ସା)
ପଦ୍ମପୁର(ସା), ବିଜେପୁର (ସା), ବରଗଡ଼ (ସା), ଅତାବିରା (ଏସ୍‌ସି), ଭଟଲି (ସା), ବ୍ରଜରାଜନଗର (ସା), ଝାରସୁଗୁଡ଼ା (ସା)

ସୁନ୍ଦରଗଡ଼ (ଏସ୍‌ଟି)
ତଳସରା (ଏସ୍‌ଟି), ସୁନ୍ଦରଗଡ଼ (ଏସ୍‌ଟି), ବୀରମିତ୍ରପୁର (ଏସ୍‌ଟି), ରଘୁନାଥପାଲ୍ଲୀ (ଏସ୍‌ସି), ରାଉରକେଲା (‌ସା), ରାଜଗାଙ୍ଗପୁର (ଏସ୍‌ଟି), ବଣାଇ (ଏସ୍‌ଟି)

ବଲାଙ୍ଗୀର (ସା)
ବୀରମହାରାଜପୁର (ଏସ୍‌ସି), ସୋନପୁର (ସା), ଲୋଇସିଂହା (ଏସ୍‌ସି), ପାଟଣାଗଡ଼ (ସା), ବଲାଙ୍ଗୀର (ସା), ଟିଟିଲାଗଡ଼(ସା), କଣ୍ଟାବାଞ୍ଜି(ସା)

କନ୍ଧମାଳ (ସା)
ବାଲିଗୁଡ଼ା (ଏସ୍‌ଟି), ଜି.ଉଦୟଗିରି (ଏସ୍‌ଟି), ଫୁଲବାଣୀ (ଏସ୍‌ଟି), କଣ୍ଟାମାଳ (ସା), ବୌଦ୍ଧ (ସା), ଦଶପଲ୍ଲା (ଏସ୍‌ସି), ଭଞ୍ଜନଗର (ସା)
ଆସ୍କା (ସା) ପୋଲସରା (ସା), କବିସୂର୍ଯ୍ୟନଗର (ସା), ଖଲ୍ଲିକୋଟ (ଏସ୍‌ସି), ଆସ୍କା (ସା), ସୋରଡ଼ା (ସା), ସାନଖେମୁଣ୍ଡି (ସା), ହିଞ୍ଜିଳି (ସା)

ତୃତୀୟ ପର୍ଯ୍ୟାୟ (ଏପ୍ରିଲ ୨୩) ୬ ଲୋକସଭା ଓ ୪୨ ବିଧାନସଭା

ଲୋକସଭା    ବିଧାନସଭା
ସମ୍ବଲପୁର (ସା)
କୁଚିଣ୍ଡା (ଏସ୍‌ଟି), ରେଙ୍ଗାଳି (ଏସ୍‌ସି), ସମ୍ବଲପୁର (ସା‌), ରେଢ଼ାଖୋଲ (ସା), ଦେବଗଡ଼ (ସା), ଛେଣ୍ଡିପଦା (ଏସ୍‌ସି), ଆଠମଲ୍ଲିକ (ସା)

କେନ୍ଦୁଝର (ଏସ୍‌ଟି)
ତେଲକୋଇ (ଏସ୍‌ଟି), ଘଷିପୁରା(ସା), ଆନନ୍ଦପୁର (ଏସ୍‌ସି), ପାଟଣା (ଏସ୍‌ଟି), କେନ୍ଦୁଝର (ଏସ୍‌ଟି), ଚମ୍ପୁଆ (ସା), କରଞ୍ଜିଆ (ଏସ୍‌ଟି)

ଢେଙ୍କାନାଳ (ସା)
ଢେଙ୍କାନାଳ (ସା), ହିନ୍ଦୋଳ (ଏସ୍‌ସି), କାମାକ୍ଷାନଗର (ସା), ପରଜଙ୍ଗ (ସା), ପାଲଲହଡ଼ା (ସା), ତାଳଚେର (ସା), ଅନୁଗୁଳ (ସା)

କଟକ(ସା)
ବଡ଼ମ୍ବା (ସା), ବାଙ୍କୀ (ସା), ଆଠଗଡ଼ (ସା), ବାରବାଟୀ-କଟକ (ସା), ଚୌଦ୍ବାର-କଟକ (ସା), କଟକ-ସଦର (ଏସ୍‌ସି), ଖଣ୍ଡପଡ଼ା (ସା)

ପୁରୀ (ସା)
ପୁରୀ (ସା), ବ୍ରହ୍ମଗିରି (ସା), ସତ୍ୟବାଦୀ (ସା), ପିପିଲି (ସା), ଚିଲିକା (ସା), ରଣପୁର (ସା), ନୟାଗଡ଼ (ସା)

ଭୁବନେଶ୍ବର (ସା)
ଜୟଦେବ(ଏସ୍‌ସି), ଭୁବନେଶ୍ବର-ମଧ୍ୟ(ସା), ଭୁବନେଶ୍ବର-ଉତ୍ତର (ସା), ଭୁବନେଶ୍ବର-ଏକାମ୍ର (ସା), ଜଟଣୀ (ସା), ବେଗୁନିଆ (ସା), ଖୋର୍ଦ୍ଧା (ସା)

ଚତୁର୍ଥ ପର୍ଯ୍ୟାୟ (ଏପ୍ରିଲ ୨୯) ୬ ଲୋକସଭା ଓ ୪୨ ବିଧାନସଭା

ଲୋକସଭା    ବିଧାନସଭା
ମୟୂରଭଞ୍ଜ (ଏସ୍‌ଟି)
ଯଶୀପୁର (ଏସ୍‌ଟି), ସାରସକଣା (ଏସ୍‌ଟି), ରାଇରଙ୍ଗପୁର (ଏସ୍‌ଟି), ବାଙ୍ଗିରିପୋଷି (ଏସ୍‌ଟି), ଉଦଳା (ଏସ୍‌ଟି), ବାରିପଦା (ଏସ୍‌ଟି), ମୋରଡ଼ା(ସା)

ବାଲେଶ୍ବର (ସା)
ବଡ଼ସାହି (ଏସ୍‌ସି), ଜଳେଶ୍ବର (ସା), ଭୋଗରାଇ (ସା), ବସ୍ତା (ସା), ବାଲେଶ୍ବର (ସା), ରେମୁଣା (ଏସ୍‌ସି), ନୀଳଗିରି (ସା)

ଭଦ୍ରକ (ଏସ୍‌ସି)
ସୋର (ଏସ୍‌ସି), ସିମୁଳିଆ (ସା), ଭଣ୍ଡାରିପୋଖରୀ (ସା), ଭଦ୍ରକ (ସା), ବାସୁଦେବପୁର (ସା), ଧାମନଗର (ଏସ୍‌ସି), ଚାନ୍ଦବାଲି (ସା)

ଯାଜପୁର (ଏସ୍‌ସି)
ବିଞ୍ଝାରପୁର (ଏସ୍‌ସି), ବରୀ (ସା), ବଡ଼ଚଣା (ସା), ଧର୍ମଶାଳା (ସା), ଯାଜପୁର (ସା), କୋରେଇ (ସା), ସୁକିନ୍ଦା (ସା)

କେନ୍ଦ୍ରାପଡ଼ା (ସା)
ସାଲେପୁର (ସା), ମାହାଙ୍ଗା (ସା), ପାଟକୁରା (ସା), କେନ୍ଦ୍ରାପଡ଼ା (ଏସ୍‌ସି), ଆଳି (ସା), ରାଜନଗର (ସା), ମହାକାଳପଡ଼ା (ସା)

ଜଗତସିଂହପୁର (ଏସ୍‌ସି)
ନିଆଳି (ଏସ୍‌ସି), ପାରାଦୀପ (ସା), ତିର୍ତ୍ତୋଲ (ଏସ୍‌ସି), ବାଲିକୁଦା-ଏରସମା (ସା), ଜଗତସିଂହପୁର (ସା), କାକଟପୁର (ଏସ୍‌ସି), ନିମାପଡ଼ା (ସା)

ସମ୍ବନ୍ଧିତ ଖବର