ନମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରସଂଘ ନିର୍ବାଚନ ବେଳେ ଅନୀୟମିତତା ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଶନିବାର ଭୋଟଦାନ ଚାଲିଥିବା ବେଳେ, କିଛି ଅଣଛାତ୍ର ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରି ମତଦାନ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ କଲେଜର ଗେଟରେ ତାଲା ପଡ଼ିଛି ଓ ଭୋଟ ଗଣତି ଚାଲିଛି।
ଛାତ୍ର ସଂଘ ନିର୍ବାଚନ: ନିମାପଡ଼ା କଲେଜ ମତଦାନରେ ଅନୀୟମିତତା ଅଭିଯୋଗ
/sambad/media/post_attachments/wp-content/uploads/2017/09/xstudent-council-election.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)