ଦଳ ବିରୋଧୀ କାର୍ଯ୍ୟ ପାଇଁ ଜୟବ୍ରତ ବିଜେଡିରୁ ବହିଷ୍କୃତ

ଭୁବନେଶ୍ବର : ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲାର ବିଜେଡି କର୍ମୀ ଜୟବ୍ରତ ଦେଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରିଛନ୍ତି। ଶ୍ରୀଦେଙ୍କ ବହିଷ୍କାର ନେଇ ରାଜ୍ୟ ସମ୍ପାଦକ ବିଜୟ ନାୟକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର