ସାଧାରଣ ସଂପାଦକ ପଦରୁ କୃଷ୍ଣ ସଗରିଆଙ୍କ ଇସ୍ତଫା

0

ଭୁବନେଶ୍ୱର : ବିବାଦଘେରରେ ରହିଥିବା କଂଗ୍ରେସର କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତିି। କିନ୍ତୁ ସେ ଦଳରୁ ଇସ୍ତଫା ଦେବେନାହିଁ। ଦଳୀୟ ଟିକେଟ୍‌ରୁ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତିି।

ସମ୍ବନ୍ଧିତ ଖବର