ଭୁବନେଶ୍ୱର : ବିବାଦଘେରରେ ରହିଥିବା କଂଗ୍ରେସର କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତିି। କିନ୍ତୁ ସେ ଦଳରୁ ଇସ୍ତଫା ଦେବେନାହିଁ। ଦଳୀୟ ଟିକେଟ୍ରୁ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତିି।
ସାଧାରଣ ସଂପାଦକ ପଦରୁ କୃଷ୍ଣ ସଗରିଆଙ୍କ ଇସ୍ତଫା
/sambad/media/post_attachments/wp-content/uploads/2018/10/krushna.jpg)
ଭୁବନେଶ୍ୱର : ବିବାଦଘେରରେ ରହିଥିବା କଂଗ୍ରେସର କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଇଛନ୍ତିି। କିନ୍ତୁ ସେ ଦଳରୁ ଇସ୍ତଫା ଦେବେନାହିଁ। ଦଳୀୟ ଟିକେଟ୍ରୁ ଲଢ଼ିବେ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତିି।
Join and get latest news updates delivered to you via WhatsApp